Jump to content

ଲଳିତୋପମା

ଉଇକିଅଭିଧାନ‌ରୁ

ଲଳିତୋପମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଉପମାଳଙ୍କାର ବିଶେଷ —A figure of speech; a kind of simile.

[ଦ୍ରଷ୍ଟବ୍ୟ —ଏଥିରେ ଉପମେୟ ଓ ଉପମାନର ସମତା ଦେଖାଇବା ପାଇଁ ସମ, ସମାନ, ପରି, ତୁଲ୍ୟ ଆଦି ଶବ୍ଦମାନ ନ ରଖି ଏପରି ଶବ୍ଦ ପ୍ରୟୋଗ କରାଯାଏ, ଯରୁ ସମାନତା, ମିତ୍ରତା, ନିରାଦର, ଈର୍ଷ୍ୟାଆଦି ଭାବ ପ୍ରକଟିତ ହୁଏ—ହିନ୍ଦୀ - ଶ]