ଲଳିତ ପଦ
ଦେଖଣା
ଲଳିତ ପଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (କର୍ମଧା)—ମନୋହର ପଦ ବା ବାକ୍ୟ ୧. Graceful words.
- ୨. (ବହୁବ୍ରୀହି) ଏକ ମାତ୍ରିକ ଛାନ୍ଦ — ୨. A Sanscrit syllabic metre.
[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟେକ ଚରଣରେ ୧୬+ ୧୨=୨୮: ମାତ୍ରା ଥାଏ, ଅନ୍ତରେ ଦୁଇଟି ଗୁରୁ ବର୍ଣ୍ଣ ଥାଏ (ହିନ୍ଦୀ - ଶ.)].
ସଂସ୍କୃତ - ବିଶେଷଣ -(ବହୁବ୍ରୀହି)
[ସମ୍ପାଦନା]ଯହିଁରେ ସୁନ୍ଦର ପଦ ବା ଶବ୍ଦ ଥାଏ —Containing graceful words; elegantly composed (M.W.)