Jump to content

ଲଳିତ ବିସ୍ତର

ଉଇକିଅଭିଧାନ‌ରୁ

ଲଳିତ ବିସ୍ତର

ଉଚ୍ଚାରଣ

[ସମ୍ପାଦନା]

(ଲଳିତ ପୁରାଣ—ଅନ୍ୟନାମ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଖ୍ରୀଷ୍ଟ ପଞ୍ଚମ ଶତାବ୍ଦୀରେ ରଚିତ ବୌଦ୍ଧମାନଙ୍କ ଧର୍ମଶାସ୍ତ୍ର ବିଶେଷ —A religious book on Buddhism.

[ଦ୍ରଷ୍ଟବ୍ୟ —ଏ ଗ୍ରନ୍ଥରେ ବୁଦ୍ଧଦେବଙ୍କ ଜୀବନଚରିତ ଓ ଭାରତର ବୌଦ୍ଧ ରାଜାମାନଙ୍କର କେତେକ ବିବରଣ ମଧ୍ୟ ଲେଖା ଅଛି ଏବଂ ଏଥିରେ ଭାରତବର୍ଷରେ ୬୪: ପ୍ରକାର ଲିପି ଓ ଭାଷାଥିବାର କଥିତ ଅଛି]