Jump to content

ଲଶମ

ଉଇକିଅଭିଧାନ‌ରୁ

ଲଶମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲଶ୍ମ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ଳେଷା; ତୁଳ. ଇଂରାଜୀ - ଫ୍ଳେମ୍)

[ସମ୍ପାଦନା]
୧. ଶ୍ଳେଷ୍ମାରୋଗ; ଶର୍ଦି; କଫ ରୋଗ; ଦେହରେ ଥଣ୍ଡ଼ା ବାଜିବା ହେତୁ ନାକରୁ ପାଣି ବୋହିବା ଓ କଫ ଧରିବା ରୋଗ —୧. Catching cold; catarrh; phlegm.
୨. ଆର୍ଦ୍ରତା —୨. Wetness; moisture.

[ଉ—ଜମିରୁ ଲଶମ ଛାଡ଼ି ନାହିଁ]