Jump to content

ଲଶମା

ଉଇକିଅଭିଧାନ‌ରୁ

ଲଶମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଲଶମୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଂ—(ସଂସ୍କୃତ - ଶ୍ଳେଷ୍ମା)

[ସମ୍ପାଦନା]
୧. ଶ୍ଳେଷ୍ମଯୁକ୍ତ; ଶର୍ଦିଆ; ଶ୍ଳେଷ୍ମାରୋଗକ୍ରାନ୍ତ — ୧. Suffering from cold.
୨. ଯାହାର ଧାତୁ ଶ୍ଳେଷ୍ମଯୁକ୍ତ; ଶ୍ଲେଷ୍ମ— ପ୍ରାକୃତିକ (ଅର୍ଥାତ୍ ଯାହାକୁ ସାମାନ୍ୟ କାରଣରୁ ଶରଦ ଧରେ) — ୨. Having a phlegmatic constitution.
୩. ମାନ୍ଦା; ନେଶ୍ମା; ଲେଶ୍ମା; ଯେଉଁ ଲୋକର ଚଞ୍ଚଳତା ବା ଫୂର୍ତ୍ତି ନ ଥାଏ; ନିସ୍ତେଜ; ଜଡ଼— ଭାବାପନ୍ନ (ବ୍ୟକ୍ତି) —୩. Phlegmatic; sluggish; dull.

[ଦ୍ରଷ୍ଟବ୍ୟ —ଶରଦି ଧରିଲେ ରୋଗୀର ଚଞ୍ଚଳତା ଓ କାର୍ଯ୍ୟ— ତତ୍ପରତା ଶକ୍ତି କମିଯାଏ ]

ପ୍ରାଦେଶିକ - (ଯାଜପୁର)ବିଶେଷଣ -

[ସମ୍ପାଦନା]

ମେଘୁଆ (ପାଗ) —Cloudy (weather).