Jump to content

ଲଶୋଡ଼ା

ଉଇକିଅଭିଧାନ‌ରୁ

ଲଶୋଡ଼ା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ ନାମ—ବହୁବାର, ଶୀତ, ଉଦ୍ଦାଳ, ବହୁବାରକ, ଶେଳୁ, ଶ୍ଳେଷ୍ମାତକ, ପିଚ୍ଛିଳ, ଭୂତବୃକ୍ଷକ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶେଳୁ ବା ଶ୍ଳେଷ୍ମାନ୍ତକ)

[ସମ୍ପାଦନା]

ଗରଭଣା ଗଛ ଓ ତହିଁର କୋଳି—(ଗର୍ଭଣା ଦେଖ) —Cordia Myxa; narrow leaved Septistum.

[ଦ୍ରଷ୍ଟବ୍ୟ —କେହି କେହି 'ବହୁବାର'କୁ ଓଉ ବୋଲି କହନ୍ତି] ତେ—ନାକେରୁ, ନାକକେରୁ ଫା—ଶୁଗ୍ପିସ୍ତନ୍, ସପିସ୍ତାଁ ତା—ବିଡ଼ି ମ—ଭୋଙ୍କର