Jump to content

ଲସ

ଉଇକିଅଭିଧାନ‌ରୁ

ଲସ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ଲସ୍ଧାତୁ+ଭାବ ଅ)

[ସମ୍ପାଦନା]
୧. ଅନ୍ୟ ବସ୍ତୁରେ ଲାଗି— ଯିବା ଗୁଣ, ଅଠାଳିଆପଣ (ହିନ୍ଦୀ - ଶ) —Stickiness; gumminess.
୨. (+କର୍ତ୍ତୃ ଅ) ଅଠା (ହିନ୍ଦୀ - ଶ) — ୨. Gum.
୩. ଚିତ୍ତ ଆକର୍ଷଣ (ହିନ୍ଦୀ - ଶ) —୩. Attraction of the mind.