ଲସଡ଼ିବା
ଦେଖଣା
ଲସଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲସଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଲୋସଡ଼ିବା; କାଦୁଆ ପଦାର୍ଥ, ଯଥା କାନ୍ଥରେ ଛଟା ହୋଇଥିବା କାଦୁଆ ମାଟି) ପଣ୍ଡ଼ୀକୃତ ହୋଇ ଲାଗି ନ ରଖି ଖସି ପଡ଼ିବା — ୧. To give way instead of sticking spoken of mud).
- ୨. ଅତି ଲତପତ ହେବା (ଯଥା ଅତି ପାଚିଲା ଆମ୍ୱ) — ୨. To become flabby or flaccid.
[ଉ— ହବ ନାହିଁ, ହେଲା କାର୍ଯ୍ୟରେ ଦବ ନାହିଁ; ପାଚିଲା ଆମ୍ୱ ଲସଡ଼ି ଯାଇଛି, ଆଉ ମହାଜନ ନବ ନାହିଁ ଢଗ]