ଲସରପସର ହେବା
ଦେଖଣା
ଲସରପସର ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲସରପସର ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଇତସ୍ତତଃ ଚଞ୍ଚଳ ଯିବା ଆସିବା କରିବା; ନହର ପହର ହେବା — ୧. To move briskly to and fro.
- ୨. ବଡ଼ ଲୁଗା ପିନ୍ଧି ଲୁଗାର ଫେରକୁ ଇତସ୍ତତଃ ଚାଳିତ କରିବା —୨. To move to and fro by producing rustling sound of the big cloth a person is wearing.
- ୩. ଶୀଘ୍ର— ଗତିରେ ଦଉଡ଼ିବା ବା ଚାଲିବା —୩. To walk briskly.