Jump to content

ଲସର ଫସର

ଉଇକିଅଭିଧାନ‌ରୁ

ଲସର ଫସର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

(ଧ୍ୱନ୍ୟନୁକରଣ; ବଡ଼ ଲୁଗା ପିନ୍ଧିଥିବା ଲୋକ ଚଞ୍ଚଳ ଚାଲିଗଲା ବେଳେ ଲୁଗାପଟାର ଅଂଶର ପରସ୍ପର ଘର୍ଷଣରେ ଜାତ ଖସ୍ ଖସ୍ ଶବ୍ଦରୁ; ଇଂରାଜୀ - Rustling sound of new dress). ଲଣ୍ଡ଼ଭଣ୍ଡ଼; ଚଞ୍ଚଳ ଚଞ୍ଚଳ ଚାଲିବା ପ୍ରକାରେ —Moving or walking rapidly (and producing a rustling sound by the clothes worn).

କ୍ରି.ବିଶେଷଣ -

[ସମ୍ପାଦନା]

ଲଣ୍ଡ଼ଭଣ୍ଡ଼ ବା ଅସ୍ଥିର ଭାବରେ —Restlessly.

[ଉ—କୁନି ଧାଇ ଥାଏ ଲସର ପସର, ମାଆ ଦୁଧ ଖାଇବାକୁ ଶିଶୁଗୀତ]