Jump to content

ଲସା

ଉଇକିଅଭିଧାନ‌ରୁ

ଲସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲସ୍. ଧାତୁ+କର୍ମ. ଆ)

[ସମ୍ପାଦନା]

ହରିଦ୍ରା; ହଳଦି —Turmeric.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲସ; ଲସ; ଲସିକା)

[ସମ୍ପାଦନା]
୧. ଶରୀରସ୍ଥ ବର୍ଣ୍ଣହୀନ ରସ; ଘାଆ ଇତ୍ୟାଦିରୁ ସ୍ରବିକା ଜଳୀୟ ପଦାର୍ଥ —୧. Lymph, watery substance cozing from wounds or sores.
୨. ଅଠା —୨. Gum.
୩. ଆମ୍ୱ ଆଦି ଫଳକୁ ଡ଼େମ୍ଫରୁ ଭାଙ୍ଗି ଦେଲେ ସେଥିରୁ ବୋହିବା ରସ —୩. Watery substance cozing from a fruit (e. g mango) when it is broken or plucked from its stem.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଗଛରୁ ବୋହିବା ଘନରସ ବା ଅଠା —Slimy or thick juice from a tree.