Jump to content

ଲସି

ଉଇକିଅଭିଧାନ‌ରୁ

ଲସି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରସ; ଲସିକା)

[ସମ୍ପାଦନା]
୧. ଆମ୍ୱ ଆଦି ଫଳର ଭୁଣ୍ଡ଼ିରୁ ବହିବା ରସ —୧. Sap or juice which is exuded from fruits freshly plucked from the stem.
୨. (ସଂସ୍କୃତ - ନାଶା) ନାସି; ଆମ୍ୱ ଆଦି ଫଳରେ ଲାଗିଥିବା ଡ଼େମ୍ଫ —୨. The stem attached to a fruit; peduncle; pedicent.
୩. ସ୍ତନାଗ୍ର; ଚୁଚୂକ — ୩. Nipple.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ନଡ଼ିଆକୁ ସିନ୍ଦୋଳିବା ପାଇଁ ପ୍ରତ୍ୟେକ ନଡ଼ିଆର କତାରୁ ସରୁ କରି ବାହାର କରିବା ଅଂଶ —The thin strip of the rind of cocoanut for stringing two cocoanuts together.