Jump to content

ଲସିଆ

ଉଇକିଅଭିଧାନ‌ରୁ

ଲସିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ରସ, ଲସିକା)

[ସମ୍ପାଦନା]
୧. ଯେଉଁ ଫଳରୁ ବେଶି ଲସା ଦିଏ (ଯଥା—ଆମ୍ୱ) —୧. Exuding much juice (said of mango).
୨. ଯେଉଁ ଫଳ ଉତ୍ତମ— ରୂପେ ନ ପାଚି ସେମଟା ହୋଇ ଯାଇଥାଏ, ଲୋସିଆ — ୨. (a fruit) Which become dwindled and withered without fully ripening.
୩. ଲସ ଲସିଆ; ଅଠାଳିଆ —୩. Gummy.