Jump to content

ଲସିକା

ଉଇକିଅଭିଧାନ‌ରୁ

ଲସିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ରସ୍ ଧାତୁ+କର୍ତ୍ତୃ. ଇକ+ଆ)

[ସମ୍ପାଦନା]
୧. ଶରୀରସ୍ଥ ପୀତାଭ ସ୍ୱଛ ତରଳ ରସ —୧. Lymph.
୨. ଘାଆ ଆଦିରୁ ବହିବା ଜଳୀୟ ପଦାର୍ଥ — ୨. watery sub-stance exuded from sores.
୩. ଜଳ —୩. Water.
୪. ପାଟିର ଲାଳ —୪. Salvia.