Jump to content

ଲସି ଫିଟେଇବା

ଉଇକିଅଭିଧାନ‌ରୁ

ଲସି ଫିଟେଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନବ ପ୍ରସୂତିର ସ୍ତନାଗ୍ର ଚୁଚୁକରେ ଥିବା ମାଂସଳ ଖିଲକୁ ଚିପି କରି ବାହାର କରି ଦେବାଦ୍ୱାରା ଚୁଚୁକରୁ ସ୍ତନ୍ୟର ସ୍ରୋତ ବହିବାର ଉପାୟ କରିବା —୧. To cause the flow of milk from the nipple of a newly confined woman by pinching out of it the fleshly pins.
୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟର ପ୍ରଥମ ଆରମ୍ଭ କରିବା —୨. (figurative) To begin or initiate a work.
୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ କୌଣସି ଅନୁଭବରେ ନୂତନ ଦୀକ୍ଷା ଦେବା — ୩. (figurative) To initiate a person on any matter which is new to him.