ଲସ୍କର୍

ଉଇକିଅଭିଧାନ‌ରୁ

ଲସ୍କର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଲଶ୍କର୍)[ସମ୍ପାଦନା]

୧. ପଦାତି ସୈନ୍ୟ — ୧. Infantry; foot soldier.
୨. ପିଆଦା — ୨. A peon.
୩. ଗୃହର ମାର୍ଜନାଦି ନୀଚକର୍ମ କରିବା ଚାକର; ଦାସ; ଭୃତ୍ୟ —୩. A slave; a menial servant; a servant.
୪. ସେନା; ପଲଟନ; ଯୋଦ୍ଧୃଦଳ —୪. Army; a company of soldiers.

[ଉ—କାହିଁପାଇଁ ପୃଥ୍ୱୀ ନାଶିବେ ମୋର, ପଇସା ନେଇ ଫେରାଅ ଲସ୍କର ବ୍ରଜନାଥ ବଡ଼ଜେନା ସମରତରଙ୍ଗ ]

୫. ଜାହାଜର ଖଲାସି ଦଳ — ୫. Sailors; a ship's crew, menial servants of a ship.
୬. ୟୁରୋପୀର ଜାହାଜରେ ନିଯୁକ୍ତ ଭାରତୀୟ ବା ଆସିଆବାସୀ ଖଲାସି —୬. A native sailor; an Indian or Asiatic sailor in a European ship; lascar.
୭. ସେନାଙ୍କ ସଙ୍ଗେ ଭୃତ୍ୟ କର୍ମ କରିବା ଲୋକଙ୍କ ଦଳ — ୭. A body of camp followers.

[ଦ୍ରଷ୍ଟବ୍ୟ —ଏ ଫାରସୀ ଶବ୍ଦ ଇଂରାଜି ଭାଷାରେ ଚଳିଲାଣି]