Jump to content

ଲସ୍ତ

ଉଇକିଅଭିଧାନ‌ରୁ

ଲସ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଲସ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଆଲିଙ୍ଗିତ — ୧. Embraced.
୨. (+କର୍ତ୍ତୃ. ତ) କ୍ରୀଡ଼ିତ; ବିଳାସୀ —୨. Frolicsome; sportive.
୩. ଶିଳ୍ପ ନୈପୁଣ୍ୟ ପ୍ରଦର୍ଶନକାରୀ (ବ୍ୟକ୍ତି) — ୩. Showing or exhibiting skill in fine arts.
୪. ଶୋଭା— ଯୁକ୍ତ —୪. Shining.