ଲହକେଇବା
ଦେଖଣା
ଲହକେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଯଥା—ଖଣ୍ଡା; [ସରୁବାଡ଼ଡ଼ି, ବାଉଁଶପାତିଆ])
ଦେଶଜ - କ୍ରିୟାପଦ - (ସଂସ୍କୃତ - ଲଘୁକ; ପ୍ରା. ଲହୁକ)
[ସମ୍ପାଦନା]- ୧. [ନହକା ବା ପତଳା ଓ ଲମ୍ୱ ବସ୍ତୁ (ଯଥା—ଖଣ୍ଡା; (ସରୁବାଡ଼ଡ଼ି, ବାଁଉଶପାତିଆ)କୁ] ଲକ୍ ଲକ୍ କରିବା; ଲହଲହ କରିବା — ୧. To brandish or wave a thin long
thing (e.g. a thin blade, a thin bough).
- ୨. ଗଛରୁ ସରୁ ଡାଳ ଆଦିକୁ ନୁଆଁଇବା — ୨. To cause a slender bough to bend.