Jump to content

ଲହଙ୍ଗୀ ବଇଷମ

ଉଇକିଅଭିଧାନ‌ରୁ

ଲହଙ୍ଗୀ ବଇଷମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଲହଙ୍ଗୀ ବାବା, ଲହଙ୍ଗୀ ବାବାଜୀଅନ୍ୟରୂପ

(ଗୃହୀ ବଇଷମ—ବିପରୀତ)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ନଗ୍ନ ଓ ବୈଷ୍ଣବ)

[ସମ୍ପାଦନା]
୧. ନାଗା; ଲଙ୍ଗୂଳୀ ବାବାଜୀ — ୧. A class of ascetics who go about naked.
୨. ନିହଙ୍ଗୀ ବୈଷ୍ଣବ; ଯେଉଁ ବୈଷ୍ଣବ— ମାନେ ଆଜୀବନ ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ୱନ କରନ୍ତି —୨. A sect of ascetics who observe the vow of celibacy.