ଲହଡା
ଦେଖଣା
ଲହଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲହରୀ)
[ସମ୍ପାଦନା]- ୧. ଢେଉ; ଲହରୀ; ତରଙ୍ଗ — ୧. Wave
(ଉ—କେହୁ ବୋଇଲା ରଥ ମାନଙ୍କ ପତାକା ପବନରେ ଉଡେ ଯା ଲହଡା ଏକା କୃଷ୍ଣସିଂହ. ମହାଭାରତ. ବନ)
- ୨. ଲହଡି (ଦେଖ) - — ୨. Lahaṟḍ̠i (See).
- ୩. (ନାମ) ପାଳଲହଡା; ଓଡ଼ିଆ ଗଡଜାତ ବିଶେଷ — ୩. Name of an Oriya State.
(ଉ—ମହିଷୀଙ୍କ ଶେଯ ସକାଶେ ପଲଙ୍କ ଯୋଗାଏ ଭୟେ ଲହଡା— ରାଧାନାଥ. ପାର୍ବତୀ)