Jump to content

ଲହଡି ଭାଙ୍ଗିବା

ଉଇକିଅଭିଧାନ‌ରୁ

ଲହଡି ଭାଙ୍ଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସମୁଦ୍ରରୁ ଅଗ୍ରସର ହେଉଥିବା ଢେଉକୁ ଛାତି ପତାଇ ସମ୍ଭାଳିବା — ୧. To breast the waves.
୨. ସମୁଦ୍ରରୁ କୂଳ ଆଡକୁ ଅଗ୍ରସର ହେଉଥିବା ଢେଉ ଆସି ମନୁଷ୍ୟ ନିକଟରେ ପହଞ୍ଚିବାବେଳେ ତାହା ମୁଣ୍ଡ ପତାଇବା — ୨. To head the waves; to stoop down till the crest of an advancing wave passes a person over his head.

[ଦ୍ରଷ୍ଟବ୍ୟ —ଏପରି କଲେ ମନୁଷ୍ୟର ମୁଣ୍ଡ ଉପର ଦେଇ ଲହରି ଚାଲିଯାଏ ଓ ମନୁଷ୍ୟକୁ ଉକ୍ତ ଲହରୀ ଆଘାତ କରିପାରେ ନାହିଁ]