Jump to content

ଲହଡେଇବା

ଉଇକିଅଭିଧାନ‌ରୁ

ଲହଡେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଲହରୀ)

[ସମ୍ପାଦନା]
୧. ଜଳକୁ ହସ୍ତ ବା ଦେହଦ୍ୱାରା ଆଘାତପୂର୍ବକ ଲହରୀମୟ କରିବା — ୧. To produce waves by pushing the water.
୨. ଲହରାଇବା (ଦେଖ) - — ୨. Laharāibā (See)