ଲହରାଇବା
(ଲହରିବା—ଅନ୍ୟରୂପ)
ଲହରୀ ପରି ଧାରାବାହିକରୂପେ କଥା କହିବା ବା କାନ୍ଦିବା —To walk or weep in a continuous strain (like a wave).