ଲହର ପଅର ହେବା
ଦେଖଣା
ଲହର ପଅର ହେବା
ଉଚ୍ଚାରଣ
[ସମ୍ପାଦନା](ଲହର ଫସର—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଲହର ପଅର ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଲଡ଼ବଡ଼ ହେବା; ଫେର— ଫାର ହେବା; ଲଙ୍ଗଳଗ ହେବା, ବାରଂବାର ଏକସ୍ଥାନରେ ଯିବା ଆସିବା କରିବା — ୧. To loaf about.
[ଉ—ପାତ୍ରେ ବରବିଦା କରିବା ପାଇଁ ଦାଣ୍ଡ— ଦୁଆରେ ଲହର ପହର ହେଉଅଛନ୍ତି ଫକୀରମୋହନ. ଗଳ୍ପସଳ୍ପ ]
- ୨. ଲସର ପସର ହେବା —୨. To walk rapidly.