Jump to content

ଲହସ

ଉଇକିଅଭିଧାନ‌ରୁ

ଲହସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଲୟ)

[ସମ୍ପାଦନା]
୧. ଲୟସ; ଲୟ; ମନଯୋଗ; ଖିଆଲ ୧. Attention.
୨. (ସଂସ୍କୃତ - ଲହରୀ) କଥାର ସ୍ରୋତଃ —୨. Caurse of talk.
୩. କଥାବାର୍ତ୍ତାରେ ବା କାର୍ଯ୍ୟରେ ସମ୍ପୂର୍ଣ୍ଣ ମଗ୍ନତା ଯୋଗଁ ଅମନୋଯୋଗ — ୩. Want of attention on a matter, being wholly absorbed in the course of conversation or in another matter.
୪. କାର୍ଯ୍ୟର ସ୍ରୋତଃ —୪. A strain of any work; a strech.

(ଯଥା—ସେ ଏକା (ବଂ) ସ୍ରୋତ (ହ) ଲହର ଲହସକେ ଚାଲିଗଲା)