ଲହସା
କଦଳିଗଛର ରୋଗ ବିଶେଷ — A disease of plantain tree.
ଲହକା; ଲୋଳିତ; ଶ୍ଳଥ —Slack.
[ଉ—ନୀଳମେଘୀ ଶାଢ଼ୀ ଗଲା ପରି ଭିଡି ଖସାଇ ଲହସା ଖୋଷା କବିସୂର୍ଯ୍ୟ. ସଙ୍ଗୀତ]