Jump to content

ଲହସା ଖୋଷା

ଉଇକିଅଭିଧାନ‌ରୁ

ଲହସା ଖୋଷା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବେଣୀଦ୍ୱାରା ବନ୍ଧା ବେକ ମୂଳେ ଝୁଲୁଥିବା ଏକ ପ୍ରକାର ଖୋଷା —A kind of chignon made by plaiting the hair. into a braid and loosely winding it into a slack circlet touching the shoulder line.

[ଉ—ଅଂସ ଅବତଂଶ ଲହସା ଖୋଷାକି, କି ବେଣୀ ଲୋଟଣୀ ଯୁଡା କବିସୂର୍ଯ୍ୟ ସଙ୍ଗୀତ]