Jump to content

ଲହସି ପଡ଼ିବା

ଉଇକିଅଭିଧାନ‌ରୁ

ଲହସି ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଲସିଯିବା; ଭିତରକୁ ପଶିଯିବା — ୧. To sink down.

[ଉ—ଉପରେ ପଡ଼ିଅଛିସର, ଶାଗମେଞ୍ଚାଏ ତା ଉପର, ରଖନ୍ତେ ପଡିଲା ଲହସି, ଅଳପ ଶେଷ ମାତ୍ର ଦିଶି ରାମଦାସ. ଦାଢ୍ୟତାଭକ୍ତି]

୨. ପାଣିଆ ବା କାଦୁଆ ପଦାର୍ଥ ଆଶ୍ରୟବିହୀନହୋଇ ତଳକୁ ବୋହିପଡିବା — ୨. To fall down (said of a clayey thing.)