Jump to content

ଲହୁଲୁହାଣି

ଉଇକିଅଭିଧାନ‌ରୁ

ଲହୁଲୁହାଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଲଉ(ହୁ)ଲୁଆ(ହା)ଣିଆ(ଆଁ)—ଅନ୍ୟରୂପ]

=== ଦେଶଜ - ବିଶେଷଣ - (ସଂସ୍କୃତ - ଲୋହିତ);

ରକ୍ତଜର୍ଜରିତ— ରକ୍ତାକ୍ତ —Stained with blood.

(ଯଥା— ସେ ମାଡ଼ ଖାଇ ଲଉଲୁଆଣ ହୋଇଗଲା)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲଅଲୁଆଣି (ଦେଖ) - — La-a lu-āṇai (See)



ଲହୁଲୁହାଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ରକ୍ତାକ୍ତ —୧. Blood stained.
୨. କ୍ଷତ କୋଇ ରକ୍ତ ସ୍ରବୁଥିବା (କ୍ଷତ) —୨. Profusely blee-ding.

ବିଶେଷ୍ୟ -

[ସମ୍ପାଦନା]

ଲାଅଲୁଆଣି; ସର୍ପାଦି ଜନ୍ତୁଗଣ — Snakes; reptiles.