ଲହୁ ଜାରି
ଦେଖଣା
ଲହୁ ଜାରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲହୁ ଜାରି
|
ଗ୍ରାମ୍ୟ - ବିଶେଷ୍ୟ - (କଚିରିଆ) (ସଂସ୍କୃତ - ଲୋହ ଓ ଫାରାସୀ - ଜାହେର=ପ୍ରକାଶ)
[ସମ୍ପାଦନା]- ୧. ରକ୍ତସ୍ରାବ —୧. Bleeding; haemorrhage.
- ୨. ଋତୁସ୍ରାବ —୨. Menstrual flow; menstruation.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରକ୍ତାକ୍ତ — Bleeding.