Jump to content

ଲ଼ଟୋରା

ଉଇକିଅଭିଧାନ‌ରୁ

ଲ଼ଟୋରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶାଖାଶ୍ରିୟ ବର୍ଗର ପକ୍ଷିବିଶେଷ —Shrike, Lanius.

[ଦ୍ରଷ୍ଟବ୍ୟ —ଏମାନଙ୍କର ଚଞ୍ଚୁ ଦୃଢ଼ ଓ ପାର୍ଶ୍ୱ ଚେପଟା, ଥଣ୍ଟ ତଳ ଆଡ଼କୁ ନତ; ଡେଣା ଅପେକ୍ଷା ପୁଚ୍ଛ ଦୀର୍ଘ; ମୁଣ୍ଡ ବଡ଼; ଏହାଙ୍କ ବେକ ଓ ମୁହଁ କଳା; ଡେଣା ନେଳିମିଶା ପାଉଁସିଆ ଓ ଲାଞ୍ଜ କଳା ଦୁଧିୟା ଓ ଛୋଟ ବା ଛୁଟକୀ ଭେଦରେ ଏ ପକ୍ଷୀ ଦୁଇ ପ୍ରକାର ଦେଖାଯାନ୍ତି ଏମାନେ ସ୍ଥାୟୀ ଭାବରେ ପଡ଼ିଆରେ ଥାଆନ୍ତି ଥରକେ ୩ ଠାରୁ ୬ ପର୍ଯ୍ୟନ୍ତ ଡିମ୍ୱ ପାରନ୍ତି ୧. ଦୁଧିୟା —୧୩/୧୪: ଆଙ୍ଗୁଳ ଦୀର୍ଘ ଚକ୍ଷୁର ପାର୍ଶ୍ୱ କଳା ଉପର ପାଖର ପକ୍ଷ ନୀଳ, ଧୂସର ଓ ପୁଚ୍ଛ କୃଷ୍ଣଶ୍ୱେତ ବର୍ଣ୍ଣ (Grey shrike; Lanius Lahtora) :୨. ଛୋଟ ବା ଛୁଟକୀ—ନଅ ଦଶ ଆଙ୍ଗୁଳ ଦୀର୍ଘ ପିଠି ଖଇରା —୨. Ray-backed shrike; Lanius Vittatus.]