ଲାଇନ୍ ପରେଡ୍
ଦେଖଣା
ଲାଇନ୍ ପରେଡ୍
ଉଚ୍ଚାରଣ
[ସମ୍ପାଦନା](ଲାଇନ୍ ପାରେଡ୍—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଲାଇନ୍ ପରେଡ୍
|
ଦେଶଜ - ବିଶେଷ୍ୟ - (ଇଂରାଜୀ - ଲାଇନ୍+ପାରେଡ୍)
[ସମ୍ପାଦନା]ନୟନ୍ ପରେଟ୍; ପଲଟଣମାନେ ଯେଉଁଠାରେ ଶ୍ରେଣୀବଦ୍ଧ ହୋଇ ଠିଆ ହୋଇ ଗୁଳି ମାରିବା ଓ ଅଙ୍ଗଚାଳନାଦି ବିଦ୍ୟା ଶିକ୍ଷା କରନ୍ତି — Parading line of troops; a place where parading of troops takes place.