ଲାଇଫ୍ ଇନ୍ସିଓରାନ୍ସ୍
ଦେଖଣା
ଲାଇଫ୍ ଇନ୍ସିଓରାନ୍ସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଇଫ୍ ଇନ୍ସିଓରାନ୍ସ୍
|
(ଲାଇପ୍ ଇନ୍ସ୍ୟୁରାନ୍ସ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲାଇଫ୍ ଇନ୍ସ୍ୟୁରାନ୍ସ)
[ସମ୍ପାଦନା]ଜୀବନବୀମା ରୀତି —Life insurance.
[ଦ୍ରଷ୍ଟବ୍ୟ —ଏଥିପାଇଁ ଲୋକେ ମାସକୁ ମାସ କିମ୍ୱା ଭିନ୍ନ ନିର୍ଦ୍ଧିଷ୍ଟ କିସ୍ତିରେ ଯେଉଁ ଟଙ୍କା କମ୍ପାନୀକୁ ଦିଅନ୍ତି ତାକୁ ପ୍ରିମିଅମ୍ (Premium) ଓ କମ୍ପାନୀକୁ ଉକ୍ତ ବ୍ୟକ୍ତିଙ୍କୁ ଯେଉଁ ଚୂକ୍ତିପତ୍ର ଲେଖି ଦିଅନ୍ତି ତାକୁ ପଲିଶି (Policy) ଓ ଟଙ୍କା ଦେବା ବ୍ୟକ୍ତି କମ୍ପାନୀକୁ ଯେଉଁ ଚୁକ୍ତପତ୍ର ଲେଖିଦିଏ ତାକୁ (Bond) ବୋଲାଯାଏ ଯେଉଁ ବ୍ୟକ୍ତି ଟଙ୍କା ଦିଏ ତାକୁ ପଲିଶି ହୋଲ୍ଡର୍ (Policy holder) ବୋଲାଯାଏ]