Jump to content

ଲାଇଫ୍ ଇନ୍ସିଓର୍ କରିବା

ଉଇକିଅଭିଧାନ‌ରୁ

ଲାଇଫ୍ ଇନ୍ସିଓର୍ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଇଂରାଜୀ - ଲାଇଫ୍+ଇନସ୍ୟୋଚ୍)

[ସମ୍ପାଦନା]

ଆପଣା ଜୀବନକୁ ବୀମା କରିବା; କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ତାହାର ଉତ୍ତରାଧିକାରୀମାନେ ନିର୍ଦ୍ଧିଷ୍ଟ ପରିମିତ ଟଙ୍କା କୌଣସି କୋମ୍ପାନୀରୁ ପାଇବେ ବୋଲି ଚୂକ୍ତି କରିବା —To insure a person's life.

[ଦ୍ରଷ୍ଟବ୍ୟ —ଏହା ଆଧୁନିକ ସଭ୍ୟତା ପ୍ରବର୍ତ୍ତିତ ଏକପ୍ରକାର ଜୁଆ ଖେଳ ରୀତି ଏ ସମ୍ୱନ୍ଧୀୟ କେତେଗୁଡିଏ ଶବ୍ଦ ଭାଷାରେ ଚଳିଅଛି]