ଲାଇଫ୍ ବେଲ୍ଟ
ଦେଖଣା
ଲାଇଫ୍ ବେଲ୍ଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲାଇଫ୍ ବେଲ୍ଟ
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ସମୁଦ୍ରରେ ଜାହାଜରେ ଯାଉଥିବା ଯାତ୍ରୀମାନେ ଜାହାଜ ଅକସ୍ମାତ୍ ବୁଡିଗଲେ ଯେଉଁ ରବର୍ ନିର୍ମିତ ବାୟୁପୂର୍ଣ୍ଣ କମରପଟିକୁ ଦେହରେ ବାନ୍ଧିବାଦ୍ୱାରା ପାଣିରେ ବୁଡି ମରନ୍ତି ନାହିଁ — Life-belt.