ଲାଇଫ୍ ବୋଟ୍
ଦେଖଣା
ଲାଇଫ୍ ବୋଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବି—(ଇଂ)
[ସମ୍ପାଦନା]ଯେଉଁ ଛୋଟ ଛୋଟ ଡଙ୍ଗୀ ସାହାଯ୍ୟରେ ଜାହାଜର ଯାତ୍ରୀମାନେ ବୁଡିଯିବା ଜାହାଜରୁ କୂଳକୁ ପଳାଇ ଆସି ଜୀବନ ରକ୍ଷା କରନ୍ତି —Life boat.
[ଦ୍ରଷ୍ଟବ୍ୟ —ଏହି ପ୍ରକାରର କେତେଖଣ୍ଡ ଡଙ୍ଗୀ ପ୍ରତ୍ୟେକ ଜାହାଜରେ ଲଟକା ହୋଇ ରଖା ଯାଇଥାଏ; ବିପଦ ସମୟରେ ଫିଟାଯାଇ ବ୍ୟବହାର କରାଯାଏ]