ଲାଉଆ ଦୁଧୀ
ଦେଖଣା
ଲାଉଆ ଦୁଧୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଉଆ ଦୁଧୀ
|
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଅଲାବୁ ପରି ବର୍ତ୍ତୃଳ କୁଚବତୀ (ସ୍ତ୍ରୀ); ଘଟ ସ୍ତନୀ — (A woman) With big plump breasts (compared to pumpkins.)
[ଦ୍ରଷ୍ଟବ୍ୟ —ଲାଉଆଦୁଧୀ ସ୍ତ୍ରୀମାନଙ୍କ କୁଚମାନ ବଡ ବଡ ଥିବାରୁ ପୂର୍ଣ୍ଣ ଯୌବନାବସ୍ଥାର ଅଳ୍ପକାଳ ପରେ ଶିଥିଳ ଓ ଅଧୋମୁଖ ହୋଇଯାଏ]