Jump to content

ଲାଉ କରିବା

ଉଇକିଅଭିଧାନ‌ରୁ

ଲାଉ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଶିଶୁ ଓ ଅକ୍ଷମମାନଙ୍କୁ ପିଠିରେ ପକାଇ ସେମାନଙ୍କର ଦୁଇହାତକୁ ବାହକ ଆପଣା କାନ୍ଧ ବାଟେ ଟାଣି କରି ଧରି ବହନ କରିବା — To carry a child or invalid on the back

[ଦ୍ରଷ୍ଟବ୍ୟ —ପିଲାମାନଙ୍କୁ ଲାଉ କରିବା ସମୟରେ ବୟଃସ୍ଥମାନେ ଏହି

ଶିଶୁଗୀତ ବୋଲି ଥାଆନ୍ତି—ଲାଉ କିଏ ନବ ଆସ ଲାଉରେ ପଡିଛି କପୁରବାସ, ଲାଉ ଖାଇଲେ ଛାଡିବ କାଶ]