Jump to content

ଲାଉ ଥାଳ

ଉଇକିଅଭିଧାନ‌ରୁ

ଲାଉ ଥାଳ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବୁଢା ଲାଉକୁ ମୁଣ୍ଡିପାଖରୁ କାଟି ତହି ମଧ୍ୟରୁ ଶସକୁ କୋରି ତହିଁର କଠିନ ଚୋପା ବା ଖୋଳପାରେ କରା ଯିବା ପାତ୍ର —A pot made by scarping off the kernel of a ripe pumkin.

[ଦ୍ରଷ୍ଟବ୍ୟ —ଆମଦେଶର ନାଥ(ଯୋଗୀ)ମାନେ ଏହି ଲାଉ ଥାଳ ଘେନି ଭିକ୍ଷା କରନ୍ତି ଓ ସେଥିରେ ଭାତ ତୋରାଣୀ ଆଦିମଧ୍ୟ ଖାଆନ୍ତି]