ଲାଏକ
ଦେଖଣା
ଲାଏକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷଣ -
[ସମ୍ପାଦନା]ଆ; ତୁଳ ସଂସ୍କୃତ - ନାୟକ)—୧ ଉପଯୁକ୍ତ; ଯୋଗ୍ୟ —୧. Fit; competent.
[ଉ—ପୁଅକୁ ଲାଏକ୍ ଏବଂ ଇଲମ୍ଦାର୍ କରିବା ସକାଶେ ଦାରୋଗା ସାହେବଙ୍କର କିଛିମାତ୍ର ଗଫଲିୟତି ନଥିଲା—ଫକୀରମୋହନ ଛମାଣ; ଆଠଗୁଣ୍ଠ]
- ୨. ଗୁଣବାନ୍ —୨. Endowed.
- ୩. ଉର୍ବରା —୩. Fertile.
- ୪. କୃଷି— ଯୋଗ୍ୟ —୪. Cultivable; culturable.
- ୫. ଉତ୍କୃଷ୍ଟ —୫. Excellent.
- ୬. ଲାଖି; ଯଥୋପ— ଯୁକ୍ତ —୬. Befitting; becoming.
- ୭. ସମର୍ଥ — ୭. Competent.