Jump to content

ଲାକୁଟିକ

ଉଇକିଅଭିଧାନ‌ରୁ

ଲାକୁଟିକ

ଉଚ୍ଚାରଣ

[ସମ୍ପାଦନା]
[ଲାକୁଟିକୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଂ—(ଲକୁଟ+ପ୍ରହରଣଧାରୀ ଅର୍ଥରେ+ଇକ)

[ସମ୍ପାଦନା]

ଲଗୁଡଧାରୀ —Armed with a cudgel or club. (Apte)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପହରାବାଲା — Watchman; sentinel (Apte).