ଲାକ୍ଷଣିକ
ଦେଖଣା
ଲାକ୍ଷଣିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. (ଲକ୍ଷଣ+ସମ୍ୱନ୍ଧାର୍ଥେ. ଇକ)—ଲକ୍ଷଣ ସମ୍ୱନ୍ଧୀୟ —୧. Relating to Lakshaṇa.
- ୨. (ଲକ୍ଷଣା+ଇକ) ଲକ୍ଷଣା ସମ୍ୱନ୍ଧୀୟ —୨. Relating to Lakshaṇā.
- ୩. ଲକ୍ଷଣାଦ୍ୱାରା ପ୍ରତିବାଦ (ଅର୍ଥ) —୩. Metaphorical (meaning); figurative or ascribed.
ବିଶେଷ୍ୟ -
[ସମ୍ପାଦନା]- ୧. ଲକ୍ଷଣଜ୍ଞ; ଲକ୍ଷଣଦ୍ୱାରା ଶୁଭାଶୁଭ ଫଳ ବା ତତ୍ତ୍ୱାଦି ନିରୂପଣ କରି ପାରିବା ବ୍ୟକ୍ତି —୧, A person able to diagnise or ascertain a matter from signs or omens.
୨: ଫଳିତ ଜ୍ୟୋତିଷବେତ୍ତା; ଦୈବଜ୍ଞ —୨. Foreteller; one versed in astrology; fortuneteller.
- ୩. ପ୍ରତ୍ୟେକ ଚରଣରେ ୩୨: ମାତ୍ରାଯୁକ୍ତ ଛନ୍ଦୋବିଶେଷ (ହିନ୍ଦୀ - ଶ) — ୩. Name of a Sanscrit metre.