ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)
[ସମ୍ପାଦନା]
ସାଧାରଣ ତୈଳରେ ଲାଖ, ଦୁଧ ବା ଦହି, ରକ୍ତଚନ୍ଦନ, ଅଶ୍ୱଗନ୍ଧା, ହଳଦୀ, ଦାରୁହଳଦି, ଯଷ୍ଟିମଧୁ, କଟୁକୀ, ରେଣୁକା ଆଦି ମିଶାଯାଇ ଯାଇ ପ୍ରସ୍ତୁତ ତୈଳ —A medicinal oil.
[ଦ୍ରଷ୍ଟବ୍ୟ —ଏହା ଜୀର୍ଣ୍ଣଜ୍ୱର, ରାଜଯକ୍ଷ୍ମା ଆଦି ଦୂର କରେ ଓ ବଳବର୍ଦ୍ଧକ (ହିନ୍ଦୀ - ଶ)]