Jump to content

ଲାକ୍ଷା ଗୃହ

ଉଇକିଅଭିଧାନ‌ରୁ

ଲାକ୍ଷା ଗୃହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

[ସମ୍ପାଦନା]

ଜତୁଗୃହ; ଯେଉଁଗୃହରେ ଲାକ୍ଷା ବୋଳାଯାଇ ଥାଏ (ଏହା ସହଜରେ ନିଆଁ ଲାଗିଯାଏ) —A house daubed with lac.

[ଦ୍ରଷ୍ଟବ୍ୟ —ପାଣ୍ଡବମାନଙ୍କୁ ପୋଡ଼ି ମାରିବା ପାଇଁ ଦୁର୍ଯ୍ୟୋଧନ ଲାକ୍ଷାଗୃହ ତିଆରି କରାଇଥିଲେ]