ଲାକ୍ଷା ତୈଳ
ବୈଦ୍ୟକ ପ୍ରକ୍ରିୟାରେ ସାଧାରଣ ତୈଳ ସଙ୍ଗେ ଲାଖ, ହଳଦୀ ଓ ମଞ୍ଜିଷ୍ଠା ମିଶାଇ ତିଆରି କରାଯିବା ତୈଳ —A medicinal oil of which shell lac is an ingredient.
[ଦ୍ରଷ୍ଟବ୍ୟ — ଏହା ଦାହ ଓ ଜ୍ୱରନାଶକ (ହିନ୍ଦୀ - ଶ)]