Jump to content

ଲାଖ

ଉଇକିଅଭିଧାନ‌ରୁ

ଲାଖ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାକ୍ଷା)

[ସମ୍ପାଦନା]
୧. ଲାକ୍ଷା; ଜଉ —୧. Shell lac; sealing wax.
୨. (ସଂସ୍କୃତ - ଲକ୍ଷ୍ୟ)ଲକ୍ଷ୍ୟ; ଶରବ୍ୟ — ୨. Aim; target.

[ଉ—ବିନ୍ଧିଲି ସେ ପଥର ଖଣ୍ଡ଼େ କରି ଲାଖ କୃଷ୍ଣସିଂହ ମହାଭାରତ]

୩. ତୁଳନା; ଉପମା — ୩. Comparison.
୪. ପ୍ରଭେଦବିଜ୍ଞାପକ ଚିହ୍ନ — ୪. Distinguishing mark.
୫. (ସଂସ୍କୃତ - ଲକ୍ଷ) ଶହେ ହଜାର ବା ଦଶ ଅୟୁତ ସଂଖ୍ୟା —୫. One hundred thousand.
୬. ଲକ୍ଷ୍ୟ ସ୍ଥଳରେ ଅସ୍ତ୍ର ଶସ୍ତ୍ରାଦିର ଆଘାତ — ୬. Hit of a weapon at the target.

[ଉ— ବାଜିବ କି ଲାଖ, ବିଶୀର୍ଣ୍ଣ ହେବ ଗୁଣଶିଳୀମୁଖ ଭଞ୍ଜ. ବୈଦେହୀଶବିଳାସ]

ଅନୁବାଦ

[ସମ୍ପାଦନା]

ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ନାୟକ) ଲାଏକ୍ (ଦେଖ) - —୧. Lāek. (See)
୨. (ସଂସ୍କୃତ - ଲକ୍ଷ୍ୟ) ତୁଳନୀୟ —୨. Comparable.
୩. ତୁଳନାରେ ସମାନ —୩. Equal in comparision.