ଲାଖବିନ୍ଧା
ଦେଖଣା
ଲାଖବିନ୍ଧା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଖବିନ୍ଧା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲକ୍ଷ୍ୟବେଧନ)
[ସମ୍ପାଦନା]- ୧. ଲକ୍ଷ୍ୟ ଭେଦନ — ୧. Shooting at a target.
[ଦ୍ରଷ୍ଟବ୍ୟ — ଦ୍ରୌପଦୀଙ୍କ ସ୍ୱୟମ୍ୱର କାଳରେ ତାଙ୍କ ପିତାଙ୍କ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ବିନ୍ଧିବାକୁ ସମର୍ଥ ହେବା ବୀରପୁରୁଷ ଉକ୍ତ କନ୍ୟାକୁ ବିବାହ କରିବେ ବୋଲି ପଣ କରାଯାଇଥିଲା ଓ ସେହି ଲାଖ ବିନ୍ଧିବାରେ ଯେଉଁ ବୀର ସମର୍ଥ ହେଲେ ସେ ଉକ୍ତ କନ୍ୟାକୁ ଲାଭ କଲେ]
- ୨. ଲାଖବିନ୍ଦା ସଭା (ଦେଖ) - —୨. Lākhabindh sabhā. (See)
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ମହାନବମୀ ଦିନ ବିରଜାଙ୍କର ଲାଖବିନ୍ଧା ପଡ଼ିଆରେ ଲକ୍ଷ୍ୟଭେଦ ହେବା —Hitting at the mark in Birajā's target field (at Jajpur) on the ୯th day of the bright fortnight of Aṡwina.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ଯେଉଁଠାରେ ଲାଖବିନ୍ଧା ହୁଏ — (place) Where target shoting takes place.
[ଯଥା—ଲାଖବିନ୍ଧା ପଡ଼ିଆ]