Jump to content

ଲାଖରାଜ୍ ମଉଜା

ଉଇକିଅଭିଧାନ‌ରୁ

ଲାଖରାଜ୍ ମଉଜା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଫାରାସୀ - ଲାଖିରାଜ+ମୌଜା)

[ସମ୍ପାଦନା]

ଯେଉଁ ମଉଜାର ବା ଗ୍ରାମର ସମସ୍ତ ଜମି ନିଷ୍କର ଅଟେ —A revenue free village.

[ଦ୍ରଷ୍ଟବ୍ୟ —ପୁରୀ ଜିଲ୍ଲାର ରାହାଙ୍ଗ ପ୍ରଗଣାର କେତେକ ଶାସନ ଲାଖରାଜ ମଉଜା ଅଟେ]