ଲାଖରାଜ୍ ମାହାଲ୍
ଦେଖଣା
ଲାଖରାଜ୍ ମାହାଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଖରାଜ୍ ମାହାଲ୍
|
ବୈଦେଶିକ - ବି—(ଫାରାସୀ - ଲାଖିରାଜ ମହାଲ୍)
[ସମ୍ପାଦନା]ଯେଉଁ ବହୁଗ୍ରାମ ବିଶିଷ୍ଟ ଜମିମାନ ନିଷ୍କର ଅଟେ —A revenue-free estate.
[ଦ୍ରଷ୍ଟବ୍ୟ —କଟକ ଜିଲ୍ଲାର କିଲ୍ଲା ପଟିଆ ଗୋଟିଏ ଲାଖରାଜ୍ ମାହାଲ ଅଟେ]