Jump to content

ଲାଖରାଜ ତଉଫିର

ଉଇକିଅଭିଧାନ‌ରୁ

ଲାଖରାଜ ତଉଫିର

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - ବିଶେଷ୍ୟ - (ଫା) (କଚିରିଆ)

[ସମ୍ପାଦନା]

ସାବକ ସନନ୍ଦ ଅପେକ୍ଷା ଅତିରିକ୍ତ ଦେଖାଯିବା ଲାଖରାଜ ଜମି, ଯାହା କରଧାର୍ଯ୍ୟ ଯୋଗ୍ୟ ବୋଲି ଇଂରାଜ ସରକାର ସ୍ଥିର କରିଅଛନ୍ତି —Lands found in excess of the areas granted by th original revnue-free grant and assessed to revenue or resumed by the British Government.